19.1 C
Bhubaneswar
Tuesday, February 10, 2026
Homeଓଡିଶାଚଢ଼ା ଦରରେ ମଦ ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ - ମନ୍ତ୍ରୀ

ଚଢ଼ା ଦରରେ ମଦ ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ – ମନ୍ତ୍ରୀ

ଭୁବନେଶ୍ୱର  :  ଅସାଧୁ ଭାବେ ଅଧିକ ଦାମରେ ମଦ ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ନିର୍ଦ୍ଧାରିତ ମଦ ଦର ଠାରୁ ଏକ ପଇସା ଅଧିକ ନେବା ଅଧିକାର କୌଣସି ଡିଲରଙ୍କର ନାହିଁ । କିଛି ଜାଗାରେ ମଦ ଦରବୃଦ୍ଧି ହୋଇଛି । ଏହାସତ୍ତ୍ବେ ରାଜ୍ୟରେ କିଛି ଅସାଧୁ ବ୍ୟବସାୟୀ ମଦ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏଭଳି କିଛି ଅବକାରୀ ବିଭାଗ ନଜରକୁ ଆସିଥିବା ମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏଭଳି ଗୋଟିଏ ଦୁଇଟି ମାମଲା ଆସିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଅବକାରୀ ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking