28.1 C
Bhubaneswar
Wednesday, March 4, 2026
Homeଓଡିଶାସାମ୍ବାଦିକଙ୍କୁ ପ୍ରବେଶ ମନା

ସାମ୍ବାଦିକଙ୍କୁ ପ୍ରବେଶ ମନା

ଦିଗପହଣ୍ଡି :  ବିଭିନ୍ନ  ଅଫିସରେ  ସାମ୍ବାଦିକଙ୍କୁ ପ୍ରବେଶ ମନା । ସାନଖମେୁଣ୍ଡି ବ୍ଲକ ପରିସରରେ ଲାଗିଛି ପୋଷ୍ଟର । ବିଭିନ୍ନ ବିଭାଗର ଗେଟ  ସାମ୍ନାର ପୋଷ୍ଟର ଲାଗିଛି ।  ଏନେଇ ତଦନ୍ତ ଦାବି କଲା ସାନଖେମୁଣ୍ଡି ବ୍ଲକ ପ୍ରେସ କ୍ଲବ ।  ସାମ୍ବାଦିକଙ୍କୁ ପ୍ରବେଶ  ମନାକୁ ନେଇ ସଭାପତିଙ୍କୁ ନିନ୍ଦା କରାଯାଇଛି । ବ୍ରହ୍ମପୁର   ପ୍ରେସ କ୍ଲବ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।  ସାନଖେମୁଣ୍ଡି ବ୍ଲକ ସାମ୍ନାରେ  ସାମ୍ବାଦିକ ଧାରଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking