28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡିଭାଇଡରରେ ପିଟିହେଲା ବସ୍, ୪ ମୃତ

ଡିଭାଇଡରରେ ପିଟିହେଲା ବସ୍, ୪ ମୃତ

ଆନ୍ଧ୍ରପ୍ରଦେଶ: ଡିଭାଇଡରରେ ବସ୍ ପିଟିହେବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଛନ୍ତି । ଏକ ଘରୋଇ ଯାତ୍ରୀବାହୀ ବସ୍ ଚିତୋରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨୨ ଆହତଙ୍କୁ ଚିତୋର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking