29.1 C
Bhubaneswar
Friday, February 7, 2025
Homeଦେଶ ବିଦେଶଜଲ୍ଲିକାଟୁ ପ୍ରତିଯୋଗିତାରେ ୭ ମୃତ, ୪୦୦ ଆହତ

ଜଲ୍ଲିକାଟୁ ପ୍ରତିଯୋଗିତାରେ ୭ ମୃତ, ୪୦୦ ଆହତ

ତାମିଲନାଡୁ: ଜଲ୍ଲିକାଟୁ ପ୍ରତିଯୋଗିତାରେ ୭ ଜଣଙ୍କୁ ମୃତ୍ୟୁ ହୋଇଥିବାବେଳେ ୪୦୦ ଜଣ ଆହତ ହୋଇଛନ୍ତି । ୬ ଜଣ ଦର୍ଶକଙ୍କ ସହ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ମଦୁରାଇ, ଶିବଗଙ୍ଗା ଓ ପାଖାପାଖି ଅଞ୍ଚଳର ବୋଲି ଜଣାପଡିଛି । ୪୦୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଲ୍ଲିକାଟୁ ତାମିଲନାଡୁର ଏକ ପ୍ରସିଦ୍ଧ ଖେଳ। ଜାନୁଆରୀ ମାସର ମଧ୍ୟଭାଗରେ ରାଜ୍ୟର ପୋଙ୍ଗଲ ପର୍ବ ସମୟରେ ଏହି ଖେଳ ଖେଳାଯାଏ। ଖେଳରେ ଯିଏ ଷଣ୍ଢର ଗୁଜକୁ ଧରି ଅଧିକ ସମୟ ରହିପାରେ ତାକୁ ବିଜେତା ଘୋଷଣା କରାଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking