38.2 C
Bhubaneswar
Thursday, June 25, 2026
Homeଓଡିଶାଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ

ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ । ଯାହା ଗତକାଲି ବିଜୁ ଜନତା ଦଳରେ ମିଶିବା ନେଇ ଚର୍ଚ୍ଚା ହେଉଥିଲ।। ସୁଜାତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧ ନା ସହ ପାଛୋଟି ନେଇଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ । ଏଥିସହ ଶଙ୍ଖ ଭବନରେ ବିଜେଡିର ବହୁ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ସୁଜାତାଙ୍‌କ ଯୋଗଦାନକୁ ନେଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ବିଧାୟକ, ବରିଷ୍ଠ ନେତା, ଜନପ୍ରତିନିଧି ଓ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତିି । ଶଙ୍ଖ ଭବନ ଅଭିମୁଖେ ନବୀନ ପଟ୍ଟନାୟକ ମଧ୍ୟ ଆସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking