20.1 C
Bhubaneswar
Thursday, January 9, 2025
Homeଓଡିଶାରାଜ୍ୟରେ କମିବ ଶୀତ !

ରାଜ୍ୟରେ କମିବ ଶୀତ !

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢିବା ସହିତ ଶୀତ କମିବ ।   ୩ରୁ ୪ ଦିନ ମଧ୍ୟରେ  ୨ରୁ ୪ ଡିଗ୍ରୀ ପଯ୍ୟନ୍ତ ତାପମାତ୍ରା ବୃଦ୍ଦି  ପାଇବ ।  ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ୯ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି।  ବିଶେଷ କରି ରାତି ୨ ଟାରୁ ସକାଳ ୧୦ ପର‌୍ୟ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking