13.1 C
Bhubaneswar
Sunday, December 7, 2025
Homeଓଡିଶାଶୀତଦିନେ ଥଣ୍ଡା ପାଣି ବ୍ୟବହାର କରୁଛନ୍ତି କି ?

ଶୀତଦିନେ ଥଣ୍ଡା ପାଣି ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର : ଶୀତ ଦିନେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ।  ଥଣ୍ଡା ପାଣି ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଏ ।  ଯାହା ଗ୍ୟାସ  , ଅମ୍ଳତା , ବଦ ହଜମ ଭଳି ସମସ୍ୟା ସୃଷ୍ଟି କରେ ।  ଶୀତଦିନେ ଥଣ୍ଡା ।ପାଣି ପିଇବା ଦ୍ୱାରା ଆଜମା ଭଳି ରୋଗ   ବଢାଇପାରେ ।  ଶୀତଦିନେ ଉଷୁମ ପାଣି ବ୍ୟବହାର କରିବା ଆବଶ୍ୟକ ।  ଯାହା  ଉଷୁମ ପାଣି ପିଇବା ଦ୍ୱାରା   ରୋଗ ପ୍ରତିରୋଧକ ଶକ୍ତିକୁ  ମଜଭୁତ କରେ ।  ଶରୀରକୁ ଆରାମ ମିଳିଥାଏ ।  ଥଣ୍ଡାର ପ୍ରଭାବ କମିଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା   ଗଳା ଯନ୍ତ୍ରଣା  ଏବଂ ସଂକ୍ରମଣ ହେବାର ଆଶଙ୍କା ରହିଥାଏ ।  ଯାହା ଥଣ୍ଡା , କାଶ ଭଳି ସମସ୍ୟା ଦେଖାଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking