ଭୁବନେଶ୍ୱର: ରୁବେନ ବାନାର୍ଜୀଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା । ବିଷ ଭରୁଥୁଲେ ପାଣ୍ଡିଆନ । ବିଜେଡି ପରାଜୟର କାରଣ ଲେଖିଛନ୍ତି ରୁବେନ । ରୁବେନ ବାନାର୍ଜୀଙ୍କ ପୁସ୍ତକରେ ପାଣ୍ଡିଆନଙ୍କ ଗୁମର । ପୁସ୍ତକରେ ସ୍ଥାନ ପାଇଛି ପାଣ୍ଡିଆନ ଙ୍କ ଆବିର୍ଭାବ ଓ ଦବଦବା । ୨୦୧୮ ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା । ସରକାରଙ୍କୁ ନିଜ ଅକ୍ତିଆରକୁ ନେଇଥିଲେ ପାଣ୍ଡିଆନ । ୨୦୧୯ ରେ ବିଜେଡି ର ଇଲେକ୍ସନ ରୁମ ପାଣ୍ଡିଆନ ହିଁ ମ୍ୟାନେଜ କରୁଥିଲେ । ୧୦୨୪ ରେ ପାଣ୍ଡିଆନ ନିଜେ ପ୍ରଚାର ରେ ବାହାରିଲେ । ରୁମ ମ୍ୟାନେଜ କରିବା ପାଇଁ ୧୦୨୪ ରେ କେହି ଲୋକ ନ ଥିଲେ । ମିସ ମ୍ୟାନେଜମେଣ୍ଟ କାରଣ ରୁ ଦଳ ପରାଜୟ ଭୋଗିଲା । ପାଣ୍ଡିଆନଙ୍କୁ ଦଳ ଭିତରୁ ବିରୋଧ କରୁଥିଲେ ବୋହୁ ନେତା । ପାଣ୍ଡିଆନଙ୍କୁ ଇଣ୍ଟଲିଜେଣ୍ଟ ଫୁଲ କହୁଥିଲେ ବିଜେଡି ଲୋକେ ।