32.8 C
Bhubaneswar
Wednesday, June 17, 2026
Homeଓଡିଶାକାଳବୈଶାଖୀ ପ୍ରଭାବ: ଭବାନୀପାଟଣାରେ ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀ ପ୍ରଭାବ: ଭବାନୀପାଟଣାରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା : ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଏବଂ ପବନ ଯୋଗୁଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଝଡ଼ ତୋଫାନ ଯୋଗୁଁ ସ୍ଥାନୀୟ ଟେଲିଫୋନ ଭବନ ସମ୍ମୁଖରେ ଥିବା ଏକ କାର ଏବଂ ବୋଲେରୋ ଉପରେ ଗଛ ପଡ଼ିବାରୁ ଉଭୟ ଗାଡି କ୍ଷତିଗ୍ରସ୍ତ ହେଇଛି। ସହରର ବିଭିନ୍ନ ସ୍ଥାନରେ ବିରାଟ ଗଛ ସବୁ ପଡ଼ିଯାଇଛି। ଝଡ ତୋଫାନ ଯୋଗୁଁ ଲାଲ ବାହାଦୁର ଷ୍ଟାଡିୟମରେ ଚାଲିଥିବା ଖେଳ ଉପରେ ପ୍ରଭାବିତ ହେଇଛି। ଅସ୍ଥାୟୀ ଭାବେ ଲାଗିଥିବା ଫ୍ଲଡ ଲାଇଟ୍, ଏବଂ ଅନ୍ୟ ସରଞ୍ଜାମ କ୍ଷତିଗ୍ରସ୍ତ ହେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking