25.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶଶୁଭେଚ୍ଛା ବାର୍ତ୍ତାରେ ବିଜୟଙ୍କୁ ଷ୍ଟାଲିନଙ୍କ କାଉଣ୍ଟର

ଶୁଭେଚ୍ଛା ବାର୍ତ୍ତାରେ ବିଜୟଙ୍କୁ ଷ୍ଟାଲିନଙ୍କ କାଉଣ୍ଟର

ନୂଆଦିଲ୍ଲୀ: ନୂଆ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ କାଉଣ୍ଟର କଲେ ଷ୍ଟାଲିନ । ଏବେଠୁ ଟଙ୍କା ନାହିଁ ବୋଲି କୁହନ୍ତୁ ନାହିଁ, ସୁପରିଚାଳନା କରନ୍ତୁ । ଗତ ୫ ବର୍ଷରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ବାର୍ତ୍ତାରେ ରାଜ୍ୟ ସରକାର ୧୦ ଲକ୍ଷ କୋଟି ଋଣ କରିଥିବା କହିଛନ୍ତି । ଟ୍ରେଜେରୀ ଖାଲି କଥା କହିଛନ୍ତି, ମାତ୍ର ଅନୁମତି ଥିବା ସୀମା ଭିତରେ ରହିଛି । ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିରୁ ନ ଓହରି ପୂରଣ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking