33.1 C
Bhubaneswar
Saturday, May 30, 2026
Homeଓଡିଶାବାଲିଅନ୍ତା ବର୍ବରତା: ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର

ବାଲିଅନ୍ତା ବର୍ବରତା: ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର

ଭୁବନେଶ୍ୱର: ବାଲିଅନ୍ତା ବର୍ବରତାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର । ସୌମ୍ୟ ହତ୍ୟା ମାମଲାରେ ଲୋୟର ପିଏମଜିରେ ଏକ ଅଭିନବ ପ୍ରତିବାଦ କରି ଧାରଣା ଦେଇଛନ୍ତି ସୌମ୍ୟଙ୍କ ପରିବାର ଏବଂ ଗ୍ରାମବାସୀ । ଏଯାଏଁ ସୌମ୍ୟଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗରେ ଧାରଣା ଦେଲେ ସୌମ୍ୟଙ୍କ ମାଆ । ସୂଚନାଥାଉକି , ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଦୁଇ ଯୁବତୀଙ୍କ ଗାଡିକୁ ଧକ୍କା ଦେବା ପରେ ସେମାନଙ୍କୁ ଅସଦାଚରଣ ଅଭିଯୋଗରେ ସୌମ୍ୟ ରଞ୍ଜନଙ୍କୁ ପୋଲିସଙ୍କ ଉପସ୍ଥିତିରେ ଭିଡ ହିଂସାରେ ପିଟି ପିଟି ହତ୍ୟା କରାଯାଇଥିଲା । ଏଯାଏଁ ଘଟଣାର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking