36.1 C
Bhubaneswar
Wednesday, April 29, 2026
Homeଓଡିଶାଆସନ୍ତା ୧୯ରୁ ୨୧ ଯାଏଁ  ବର୍ଷା !

ଆସନ୍ତା ୧୯ରୁ ୨୧ ଯାଏଁ  ବର୍ଷା !

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ  ସକ୍ରିୟ ରହିଛି ।  ଏହାରି ପ୍ରଭାବରେ  ରାଜ୍ୟରେ   ମେଘୁଆ ପାଗ ସହ  ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗପୁର୍ବାନୁମାନ କରିଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ୧୯ରୁ ୨୧ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking