Homeଅପରାଧବ୍ରିଜ ଆଣ୍ଡ ରୁଫରେ ସିବିଆଇର ରେଡ ଅପରାଧଓଡିଶା ବ୍ରିଜ ଆଣ୍ଡ ରୁଫରେ ସିବିଆଇର ରେଡ By Ona Khabara 15/12/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ଆଜି ଖୋଲିଲା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ । ସାକଲାଠୁ ସଂସ୍ଥାରେ ସିବିଆଇର ରେଡ । ରେଡ କରି ଡକ୍ୟୁମେଣ୍ଟ ଧରି ଫେରିଲା ସିବିଆଇ । ସିବିଆଇର ସ୍ୱତନ୍ତ୍ର ଟିମ ର ଘନ ଘନ ଚଢ଼ାଉ । ଚଞ୍ଚଲଙ୍କ ବାବଦରେ ତଥ୍ୟ ପାଇଲା ସିବିଆଇ । ଆଜି ଜେରା ହୋଇଛନ୍ତି ଆଣ୍ଡ ଆର କର୍ମଚାରୀ । Share FacebookTwitterPinterestWhatsAppLinkedinReddItTelegram Previous articleନବୀନ ସରକାରରେ କିଛି ଅସାଧୁ ଅଫିସର ଥିଲେ: ସୁଧୀର ସାମଲNext articleପରୀକ୍ଷା ହଲରେ ଟଳି ପଡିଲେ ଛାତ୍ର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ରାଷ୍ଟ୍ରପତିଙ୍କ ଜନ୍ମଦିନରେ ରାଇରଙ୍ଗପୁରରୁ ହେବ ଅନେକ ମେଗା ପ୍ରକଳ୍ପର ଶୁଭାରମ୍ଭ ଓଡିଶା ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶା ଓଡ଼ିଶାରେ ସହରାଞ୍ଚଳ ପରିବହନର ନୂଆ ପରିଭାଷା ସୃଷ୍ଟି କରୁଛି “କ୍ରୁଟ୍” ଓଡିଶା ଅନଲାଇନ୍ରେ ଖାଇବା ମଗାଇବାକୁ ଯାଇ ସାଇବର ଠକେଇର ଶିକାର ହେଲେ ବରିଷ୍ଠ ସାମ୍ବାଦିକ