32.1 C
Bhubaneswar
Wednesday, September 16, 2026
Homeଦେଶ ବିଦେଶଭାରତୀୟ ନୌସେନା ଜାହାଜ ସହ ପାକିସ୍ତାନୀ ଜାହାଜ ଧକ୍କା

ଭାରତୀୟ ନୌସେନା ଜାହାଜ ସହ ପାକିସ୍ତାନୀ ଜାହାଜ ଧକ୍କା

ନୂଆଦିଲ୍ଲୀ: ଭାରତୀୟ ନୌସେନା ଜାହାଜକୁ ଧକ୍କା ଦେଲା ପାକ୍ ନୌସେନା ଜାହାଜ । ଗତକାଲି ଆରବ ସାଗରରେ ଅନ୍ତର୍ଜାତୀୟ ଜଳସୀମାରେ ଭାରତୀୟ ନୌସେନା ଜାହାଜକୁ ଧକ୍କା ଦେଇଛି ପାକିସ୍ତାନୀ ନୌସେନା ଜାହାଜ । ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଏନେଇ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ସମନ୍ କରି ଦୃଢ଼ ପ୍ରତିବାଦ ଜଣାଇଛି ନୂଆଦିଲ୍ଲୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking