30.1 C
Bhubaneswar
Tuesday, February 24, 2026
Homeଓଡିଶାବିଷ୍ଣୁପଦଙ୍କୁ ସିବିଆଇ ସମନ

ବିଷ୍ଣୁପଦଙ୍କୁ ସିବିଆଇ ସମନ

ଭୁବନେଶ୍ୱର : ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା । ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସମନ କରିଥିଲା ସିବିଆଇ । ହାଜର ପାଇଁ ବିଷ୍ଣପଦ ସେଠୀଙ୍କୁ ହୋଇଥିଲା ନୋଟିସ । ୧୦ ତାରିଖ ଦିନ ନୋଟିସ କରିଥିଲା ସିବିଆଇ । ୧୧ ତାରିଖ ଦିନ ୧୦ଟାରେ ହାଜର ନିର୍ଦ୍ଦେଶ ଥିଲା । ତେବେ କିଛି ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଥିବାରୁ ସମନ କରିଛି ସିବିଆଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking