20.1 C
Bhubaneswar
Saturday, December 6, 2025
Homeଓଡିଶାସିରିଜ ଦୁର୍ଘଟଣାରେ ୪ ମୃତ

ସିରିଜ ଦୁର୍ଘଟଣାରେ ୪ ମୃତ

ବାରିପଦା: ସିରିଜ ଦୁର୍ଘଟଣାରେ ୪ ମୃତ , ୩ ଗୁରୁତର। ତିରିଂ ଥାନା ବଡଡାଳିମା ଛକ, ବହଳଦା ଥାନା ବାଗଡେଗାରେ ଦୁର୍ଘଟଣା । ଗୋଟିଏ ଟ୍ରକ ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ମୃତ । ତିରିଂ ରେ ୩ ଜଣଙ୍କୁ ଧକ୍କା ଦେବାରୁ ଜଣେ ମୃତ , ୨ ଗୁରୁତର । ୧୫ କିମି ଯିବା ପରେ ପୁଣି ଏକ ଅଟୋକୁ ପିଟିଲା ସେହି ଟ୍ରକ । ଅଟାରେ ଥିବା ଦମ୍ପତ୍ତି ସମେତ ଡ୍ରାଇଭର ମୃତ , ଜଣେ ଗୁରୁତର । ଦୁର୍ଘଟଣା ପରେ ତଳକୁ ଖସିଲା , ଜଣଙ୍କୁ କାବୁ କଲେ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking