25.1 C
Bhubaneswar
Wednesday, February 11, 2026
Homeଓଡିଶାଓଡିଶା ହେବ କ୍ରୀଡାର ପାୱାର ହାଉସ: କ୍ରୀଡାମନ୍ତ୍ରୀ

ଓଡିଶା ହେବ କ୍ରୀଡାର ପାୱାର ହାଉସ: କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ପାୱାର ହାଉସ ହେବ ଓଡିଶା । କ୍ରୀଡ଼ାବିତ ଓ ଭିର୍ତ୍ତିଭୂମିର ବିକାଶ କରାଯିବ । ରାଜଧାନୀ ବାଦ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ହେବ । କ୍ରୀଡ଼ାବିତ ଙ୍କୁ ସୁବିଧା ଯୋଗେଇବାକୁ ବ୍ୟବସ୍ତା ହେଉଛି । ଏ ନେଇ ଆଜି ସୂଚନା ଦେଇଛନ୍ତି କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking