18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଯାଞ୍ଚ ହେଲା ଅମିତ ଶାହାଙ୍କ ବ୍ୟାଗ

ଯାଞ୍ଚ ହେଲା ଅମିତ ଶାହାଙ୍କ ବ୍ୟାଗ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ହିଙ୍ଗୋଲିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଛି। ନିର୍ବାଚନ ଆୟୋଗ ଅଧିକାରୀମାନେ ସୋମବାର ଶାହାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ୍ ଯାଞ୍ଚକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ଏହି ଘଟଣା ଘଟିଛି। ସୋମବାର ଯବତମାଲ ଜିଲ୍ଲାରେ ଏବଂ ମଙ୍ଗଳବାର ଲାଟୁରରେ ଠାକରେଙ୍କ ବ୍ୟାଗ୍ ଦୁଇଥର ଯାଞ୍ଚ କରାଯାଇଥିଲା।ବ୍ୟାଗ୍ ଚେକିଂ ବିଷୟରେ ଅମିତ ଶାହା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ଏକ୍ସ ଶାହା ଲେଖିଛନ୍ତି, “ଆଜି ମହାରାଷ୍ଟ୍ରର ହିଙ୍ଗୋଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସମୟରେ ନିର୍ବାଚନ ଆୟୋଗର ଅଧିକାରୀମାନେ ମୋ ହେଲିକପ୍ଟର ଯାଞ୍ଚ କରିଥିଲେ। ବିଜେପି ନିରପେକ୍ଷ ନିର୍ବାଚନରେ ବିଶ୍ୱାସ କରେ ଏବଂ ସମ୍ମାନଜନକ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମ ପାଳନ କରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking