25.1 C
Bhubaneswar
Friday, October 25, 2024
Homeଓଡିଶାବାଲେଶ୍ୱର , ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝରକୁ ରେଡ  ୱାର୍ଣ୍ଣିଙ୍ଗ

ବାଲେଶ୍ୱର , ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝରକୁ ରେଡ  ୱାର୍ଣ୍ଣିଙ୍ଗ

ବ୍ୟୁରୋ:  ଭୀଷଣ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ସକାଳୁ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।  ଆଜି ସକାଳୁ ଚାନ୍ଦବାଲିରେ  ସର୍ବାଧିକ ବର୍ଷା ରେକର୍ଡ  ହୋଇଛି । ଚାନ୍ଦବାଲିରେ ୧୫୮,୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଭଦ୍ରକ ବାସୁଦେବପୁର , କେନ୍ଦ୍ରାପଡା ମର୍ଷାଘାଇରେ ୧୧୦ ମିଲିମିଟର , ରାଜନଗରରେ ୧୦୦ ମିଲିମିଟର, ମହାକାଳପଡା, ଆଳିରେ ୯୦ ଓ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପାରାଦୀପରେ ୭୬,୪ ମିଲିମିଟର ବର୍ଷା ହୋଇଛି । ଆଜି ବାଲେଶ୍ୱର, ଭଦ୍ରକ,କେନ୍ଦୁଝର  ଓ ମୟୁଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking