ଫୁଲବାଣୀ : ନିଖୋଜ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲରୁ ଉଦ୍ଧାର । ମିଣିଆ ଛକ ନିକଟ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ମହିଳଆଙ୍କସ୍ୱାମୀ ହତ୍ୟା କରିଥିବା ନେଇ ବାପଘର ପକ୍ଷରୁ ଏତଲା । ସଦର ଥାନା ଡାଡିକେଜୁ ଗାଁର ମହିଳା ଗତ ୨୩ରୁ ନିଖୋଜ ଥିଲେ ।