27.1 C
Bhubaneswar
Monday, January 19, 2026
Homeଅପରାଧନାବାଳିକାଙ୍କୁ ଉଠାଇ ନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ନାବାଳିକାଙ୍କୁ ଉଠାଇ ନେଲେ ମୁଖାପିନ୍ଧା ଦୁର୍ବୃତ୍ତ

କୃଷ୍ଣପ୍ରସାଦ : କୃଷ୍ଣପ୍ରସାଦରେ ଲଜ୍ୟା ! କାଜୁ ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକା ଜଣଙ୍କ ସାଇକେଲରେ ଟ୍ୟୁସନ ଯାଉଥିବା ବେଳେ ତିନି ଜଣ ମୁଖାପିନ୍ଦା ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ ।

ଜଙ୍ଗଲ ଭିତରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି । କୃଷ୍ଣପ୍ରସାଦ ଥାନାରେ ଏନେଇ ଅଭିଯୋଗ ହୋଇଛି । ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ଜଙ୍ଗଲ ଭିତରକୁ ଯାଇ ତଦନ୍ତ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking