31.1 C
Bhubaneswar
Tuesday, November 3, 2026
Homeଓଡିଶାଉତ୍କଳ ବିଶ୍ବବିଦ୍ୟାଳୟରେ ଜଣ୍ଡିସ୍ ଭୟ

ଉତ୍କଳ ବିଶ୍ବବିଦ୍ୟାଳୟରେ ଜଣ୍ଡିସ୍ ଭୟ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜଣ୍ଡିସ୍ ଭୟ। ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ । ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ ହଷ୍ଟେଲ ୬ ଆଉ ୭ ରେ ଜଣ୍ଡିସ ବ୍ୟାପିଛି । ଯାହା ଫଳରେ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତକାଲି ହଷ୍ଟେଲର ଛାତ୍ରୀମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି । ହଷ୍ଟେଲ ରେ ବ୍ୟବହୃତ ହେଉଥିବା ପିଇବା ପାଣିକୁ ମଧ୍ୟ ଟେଷ୍ଟିଙ୍ଗ ପାଇଁ ନିଆଯାଇଛି । ଏପରିକି ପିଇବା ପାଇଁ ବାହାରୁ ପାଣି ବୋତଲ କିଣୁଛନ୍ତି ଛାତ୍ରୀ। ବାହାର ଖାଇବା ଉପରେ ହଷ୍ଟେଲ ଅନ୍ତେବାସୀ ନିର୍ଭର କରୁଥିବାରୁ ଜଣ୍ଡିସ୍ ଭୟ ରହଥିବା କହିଛନ୍ତି ଛାତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking