26.1 C
Bhubaneswar
Sunday, October 6, 2024
Homeଓଡିଶାଖୋଜୁଥିଲା ପୋଲିସ, ମିଳିଲା ମୃତଦେହ

ଖୋଜୁଥିଲା ପୋଲିସ, ମିଳିଲା ମୃତଦେହ

କେନ୍ଦୁଝର : ଯୁବତୀଙ୍କୁ ତଣ୍ଟିକାଟି ହତ୍ୟା ମାମଲାରେ ଟ୍ୱିଷ୍ଟ୍ । ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମିଳିଲା ମୃତଦେହ । ଝାରସୁଗୁଡାର ଏକ ରେଲ ଲାଇନରୁ ମୃତଦେହ ଉଦ୍ଧାର ହେଲା । ୪ ତାରିଖରେ ଘର ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ବରାଳ ଲଜ୍ ଗଳିସ୍ଥିତ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା । ଗଳା କାଟି ହତ୍ୟା ନେଇ ଯୁବତୀଙ୍କ ଭଉଣୀ ଅଭିଯୋଗ କରିଥିଲେ । ଅଭିଯୋଗ ପରଠାରୁ ନିଖୋଜ ଥିଲେ ମୁଖ୍ୟ ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking