27.4 C
Bhubaneswar
Thursday, May 14, 2026
Homeଓଡିଶାକାମକୁ ଫେରିଆସନ୍ତୁ ନର୍ସିଂ ଅଫିସର

କାମକୁ ଫେରିଆସନ୍ତୁ ନର୍ସିଂ ଅଫିସର

ଭୁବନେଶ୍ୱର : ସରକାରଙ୍କ ଏସମା ସତ୍ତେ୍ୱ ୧୦ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ ସଂଘ। ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ କରାଯାଇଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସାରା ରାଜ୍ୟରେ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ନର୍ସିଂ ସଂଘର ଦାବିକୁ ସରକାର ଗୁରତ୍ୱର ସହ ନେଇଛନ୍ତି। ସଂଘର ଦାବିକୁ କମିଟି ବିଚାର କରିବ। ସୂଚନା ଅନୁସାରେ ସରକାରଙ୍କ ଏସମା ସତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତିି ନର୍ସିଂ ସଂଘ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking