32.1 C
Bhubaneswar
Monday, May 11, 2026
Homeଓଡିଶାଭବାନୀପାଟଣାରେ ବର୍ଷିଲେ ମୋକିମ

ଭବାନୀପାଟଣାରେ ବର୍ଷିଲେ ମୋକିମ

କଳାହାଣ୍ଡି: କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ଭକ୍ତ ଦାସଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ। କଳାହାଣ୍ଡିକୁ ଭକ୍ତଙ୍କ ଗଡ଼ ବୋଲି କୁହାଯାଏ। ମାତ୍ର ଏହି କଥାକୁ ଗ୍ରହଣ କରିନାହାନ୍ତି ମୋକିମ। ସେ କହିଛନ୍ତି, ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି। କଂଗ୍ରେସ ଏବେ ଅତୀତ ବୋଲି କହି ପ୍ରବଳ ବର୍ଷିଛନ୍ତି ମୋକିମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking