33.1 C
Bhubaneswar
Thursday, May 7, 2026
Homeଓଡିଶାଜୟପୁରରେ ଡିଜେଲ ଅଭାବରେ ଗାଡ଼ି ଚଳାଚଳ ପ୍ରଭାବିତ

ଜୟପୁରରେ ଡିଜେଲ ଅଭାବରେ ଗାଡ଼ି ଚଳାଚଳ ପ୍ରଭାବିତ

ଜୟପୁର: ତେଲର ସଙ୍କଟ ଆଜିବି ରହିଛି ଜୟପୁର ସହରରେ । ଏପରିକି ଆଜି ଡିଜେଲ ମିଳୁନାହିଁ । ଗାଡି ସବୁ ଚାଲୁନାହିଁ ବୋଲି କହିଛନ୍ତି ଗାଡି ମାଲିକ । କମ ପରିମାଣରେ ତେଲ ମିଳୁଥିବାରୁ ପେଟ୍ରୋଲ ପମ୍ପ ରେ ଗ୍ରାହକଙ୍କ ଭିଡ ଜମୁଛିୁ । କର୍ମଚାରୀ କହୁଛନ୍ତି ତେଲ କମ ଆସୁଥିବାରୁ ସମସ୍ତଙ୍କୁ ଅଳ୍ପ ଅଳ୍ପ କରି ଦେବାକୁ ପଡୁଛି କିନ୍ତୁ ଗ୍ରାହକ ଅଧିକା ମାଗୁଛନ୍ତି । ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ପଡିଛି , ଯାହା ଗୋଟିଏ କି ଦୁଇଟି ପେଟ୍ରୋଲ ପମ୍ପରେ ତେଲ ରହିଛି ସେଠାରେ ତେଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଡିଜେଲ ପମ୍ପ ବନ୍ଦ ପଡିଥିବାବେଳେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କେବଳ ଜୟପୁର ନୁହେଁ, ଗ୍ୟାସ ସଙ୍କଟ ପରେ ନବରଙ୍ଗପୁରରେ ମଧ୍ୟ ତୈଳ ସଙ୍କଟ ଦେଖାଦେଇଛି । ଲୋକମାନେ ହନ୍ସସନ୍ତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking