28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଜମ୍ମୁକାଶ୍ମୀରରେ ଆଉ ଏକ ଏନକାଉଣ୍ଟର

ଜମ୍ମୁକାଶ୍ମୀରରେ ଆଉ ଏକ ଏନକାଉଣ୍ଟର

 ଶ୍ରୀନଗର : କଠୱା ପରେ ବାରମୁଲ୍ଲାରେ ଏନକାଉଣ୍ଟର । ଏବେ ୩ ଆକଙ୍କୀ ନିହତ । ଗତକାଲି ରାତିରେ ୨ ଜଣଙ୍କୁ ଏନ୍‌କାଉଣ୍ଟର କରିଥିଲା ଫୋର୍ସ ।କଠୱାରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ବଦଲା ନେଲେ ଭାରତୀୟ ଯବାନ । ୫ ଆତଙ୍କୀଙ୍କୁ ଏବେ ଯାଏଁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking