Homeଅପରାଧମାଆର ଗଳା କାଟି ଦେଲେ ୨ ପୁଅ! ଅପରାଧଓଡିଶା ମାଆର ଗଳା କାଟି ଦେଲେ ୨ ପୁଅ! By Ona Khabara 14/09/2024 Share FacebookTwitterPinterestWhatsAppLinkedinReddItTelegram କଟକ : ମାଆର ଗଳାକାଟି ହତ୍ୟା କଲେ ୨ ନୃଶଂସ ପୁଅ । ୨ ପୁଅ ହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ମହାନଦୀ ବିହାର ସ୍ଥିତି ଘରେ ପଡିଛି ରକ୍ତାକ୍ତ ମୃତଦେହ । ଜଣେ ପୁଅ ଫେରାର୍ , ଅନ୍ୟ ଜଣେ ଅଭିଯୁକ୍ତ ପୁଅ ଅଟକ । ଘଟଣାସ୍ଥାଳରେ ଚାଉଳିଆଗଞ୍ଜ ଥାନା ପୋଲିସର ଛାନ୍ଭିନ । Share FacebookTwitterPinterestWhatsAppLinkedinReddItTelegram Previous articleବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁNext articleଜମ୍ମୁକାଶ୍ମୀରରେ ଆଉ ଏକ ଏନକାଉଣ୍ଟର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ପାରାଦ୍ୱୀପ ପୌରାଞ୍ଚଳର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର... ଓଡିଶା ଖରିଫ ୨୦୨୬ ଓ ଏଲ୍ ନିନୋ ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର କୃଷି... ଓଡିଶା ବିଷାକ୍ତ ସାପ କାମୁଡ଼ାରେ ଜଣେ ମୃତ ଓଡିଶା ଅରଣ୍ୟ ଭବନରେ ଆୟୋଜିତ ହେଲା ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’