26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଜିମ୍‌ ମାଲିକଙ୍କୁ ଗୁଳିକରି ହତ୍ୟା

ଜିମ୍‌ ମାଲିକଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ଅଞ୍ଚଳରେ ଜଣେ ଜିମ୍ ମାଲିକଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ଜିମ୍‌ ମାଲିକ ହେଉଛନ୍ତି ନାଦିର ଶାହା।

ତାଙ୍କୁ ତାଙ୍କର ସାଥୀମାନେ ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଲ୍ଲୀ ପୁଲିସ କହିଛି ଯେ ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ରେ ତାଙ୍କୁ ଗୁଳିକାଣ୍ଡ ସମ୍ପର୍କରେ ଫୋନ କଲ୍ ମିଳିଥିଲା। ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଡାକ୍ତରଖାନାରେ ମୃତଦେହକୁ ଜବତ କରିଥିଲା। ନାଦିରଙ୍କ ଶରୀରରେ ୭-୮ ରାଉଣ୍ଡ ଗୁଳି ବାଜିଥିବା ପୁଲିସ କହିଛି।

ଆମକୁ ବନ୍ଧୁକ ଦିଅ, ଆମେ ଯୁଦ୍ଧ କରିବୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking