28.1 C
Bhubaneswar
Thursday, September 19, 2024
Homeଓଡିଶାବଢିଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ବଢିଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କ ପାଇଁ ବଡ ଘୋଷଣା । ବଢିଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି । ଏଣିକି ଦୁର୍ଘଟଣାଜନିତ ମୃତ୍ୟୁରେ ମିଳିବ ୬ ଲକ୍ଷ ଟଙ୍କା । ୪ ଲକ୍ଷ ପରିବର୍ତ୍ତେ ୬ ଲକ୍ଷ ଟଙ୍କା ଦିଆଯିବ । ସ୍ୱାଭାବିକ ମୃତ୍ୟୁରେ ୨ ଲକ୍ଷ ପରିବର୍ତ୍ତେ ୩ ଲକ୍ଷ ମିଳିବ । ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking