31.3 C
Bhubaneswar
Wednesday, July 1, 2026
Homeଓଡିଶା୧୦ ବର୍ଷରେ ଚାକିରି ପାଇଛନ୍ତି ୮୪୦୧

୧୦ ବର୍ଷରେ ଚାକିରି ପାଇଛନ୍ତି ୮୪୦୧

ଭୁବନେଶ୍ୱର : ଜାତୀୟସ୍ତରଠାରୁ ଓଡିଶାର ବେକାରୀ ହାର ଅଧିକ । ଜାତୀୟସ୍ତରରେ ୩.୨%, ଓଡିଶାରେ ବେକାରୀ ହାର ୩.୯% । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉତ୍ତର । ତାଲିକାରେ ଦେଶର ୨୧ନଂରେ ଓଜିଶା, ସହରାଞ୍ଚଳ ସ୍ଥିତି ଅଧିକ ସଙ୍ଗୀନ । ଗ୍ରାମାଞ୍ଚଳରେ ବେକାରୀ ହାର ୩.୬%, ସହରାଞ୍ଚଳରେ ୬.୨% । ୧୧ ଲକ୍ଷ ୪ ହଜାର ୨୩୭ ଜମ ପଞ୍ଜୀକରଣ କରିଛନ୍ତି । ୧୦ ବର୍ଷରେ ମାତ୍ର ୮୪୦୧ ଜଣ ନିଯୁକ୍ତ ପାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking