28.9 C
Bhubaneswar
Tuesday, June 30, 2026
Homeଓଡିଶାବର୍ଷା : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବର୍ଷା : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ସବୁ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବର୍ଷା ଦେଖିବାକୁ ମିଳିଛି । ତେଣୁ ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ ତିନି ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା,କଟକ, ଗଂଜାମ ,ପୁରୀ, କେନ୍ଦ୍ରାପଡା ,ଜଗତସଂହପୁର, ଯାଜପୁର, ଭଦ୍ରକ, କୋରାପୁଟ,ଦେବଗଡକୁ ଆଜି ପଣିପାଗ ବିଭାଗ ମାତ୍ର ତିନି ଘଣ୍ଟା ପାଇଁ ଅରେଞ୍ଜ ଆର୍ଲଟ ଜାରି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking