ଭୁବନେଶ୍ୱର : ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ ହେବ । ୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ କରାଯିବ । ଅଗଷ୍ଟ ୩୧ରେ ଦ୍ୱିତୀୟ ରାଉଣ୍ଡ ସିଟ ଆଲଟମେଣ୍ଟ ଲିଷ୍ଟ ଆସିବ ।