ନୂଆଦିଲ୍ଲୀ : ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ସର୍ଭର ସମଗ୍ର ଦେଶରେ ଦେୟ ଦେବାରେ ବାଧା ସୃଷ୍ଟି କରିଛି । ଏନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି । ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍ ଏବଂ ଅନ୍ୟାନ୍ୟ ସେବା ବ୍ୟବହାର କରୁଥିବା ଲୋକମାନେ ନୂଆବର୍ଷ ପୂର୍ବରୁ ପେମେଣ୍ଟ ପଠାଇବା ଏବଂ ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍, ଅନ୍ୟାନ୍ୟ ୟୁପିଇ ପେମେଣ୍ଟ ଆପ୍ସ ଅସୀମିତ କାରବାରକୁ ଅନୁମତି ଦେବା ଜାରି ରଖିବାକୁ ଏନ୍ପିସି ଓ ଭଲ୍ୟୁମ୍ କ୍ୟାପ୍ ନିୟମାବଳୀ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମୟସୀମା ଜାରି କରିଛି । ୟୁଜରମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଶୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି ।
UPI payments down….last 1hour not working #Gpay #phonepay @GooglePayIndia @UPI_NPCI
— Ram… (@BJPforTS) December 31, 2022
Google pay phonepe down what's going on #upi
— robby gill (@robbygill3) December 31, 2022
UPI servers seem to be down and non-functioning payment apps like @Paytm, @GooglePay, @PhonePe etc. have caused quite a stir.
— Rohit Arora (@TweetforRoh) December 31, 2022