36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶୟୁପିଆଇ ସର୍ଭର ଡାଉନ୍‌

ୟୁପିଆଇ ସର୍ଭର ଡାଉନ୍‌

ନୂଆଦିଲ୍ଲୀ : ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌) ସର୍ଭର ସମଗ୍ର ଦେଶରେ ଦେୟ ଦେବାରେ ବାଧା ସୃଷ୍ଟି କରିଛି । ଏନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି । ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍ ଏବଂ ଅନ୍ୟାନ୍ୟ ସେବା ବ୍ୟବହାର କରୁଥିବା ଲୋକମାନେ ନୂଆବର୍ଷ ପୂର୍ବରୁ ପେମେଣ୍ଟ ପଠାଇବା ଏବଂ ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍‌, ଅନ୍ୟାନ୍ୟ ୟୁପିଇ ପେମେଣ୍ଟ ଆପ୍ସ ଅସୀମିତ କାରବାରକୁ ଅନୁମତି ଦେବା ଜାରି ରଖିବାକୁ ଏନ୍‌ପିସି ଓ ଭଲ୍ୟୁମ୍ କ୍ୟାପ୍ ନିୟମାବଳୀ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମୟସୀମା ଜାରି କରିଛି । ୟୁଜରମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଶୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking