34.1 C
Bhubaneswar
Thursday, April 25, 2024
Homeଓଡିଶା୪ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ସଦସ୍ୟଙ୍କ ନାମ ଘୋଷଣା

୪ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ସଦସ୍ୟଙ୍କ ନାମ ଘୋଷଣା

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ବିକାଶ ଧାରା । ବିଭିନ୍ନ କ୍ଷେତ୍ରରେ ଓଡିଶାକୁ ବିକଶିତ କରିବା ପାଇଁ ଯୋଜନା ପ୍ରଣୟନ କରାଯାଉଛି । ତେବେ ଏହି ପରୀପ୍ରେକ୍ଷୀରେ ୪ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ସଦସ୍ୟଙ୍କ ନାମ ଘୋଷଣା । ସେହି ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ।

ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କଲ୍ୟାଣୀ ନାୟକ
ମୟୁରଭଞ୍ଜ: ସ୍ୱତନ୍ତ ବିକାଶ ପରିଷଦ ସଦସ୍ୟ
୧) ହିନା ବେହେରା
୨) ସାରଳା ସ୍ୱାଇଁ
୩) ଚନ୍ଦ୍ରଲେଖା ପଟ୍ଟନାୟକ
୪) ସସ୍ମିତା ନନ୍ଦ
୫) ସାଗରିକା ମିଶ୍ର
୬)ଦେବସ୍ମିତା ଦାସ
୭)ରିଜୱାନା ବେଗମ ୮)ବାସନ୍ତୀ ସିଂହ
ମୟୂରଭଞ୍ଜର ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ସଦସ୍ୟ
୧) କୁନୁ ମୁର୍ମୁ
୨) ମିଶାରା ବିଶ୍ୱାଳ
୩) ସମୟ ଚନ୍ଦ୍ର ପୃଷ୍ଟି
୪) ସୁକାନ୍ତୀ ନାୟକ
୫) ଚନ୍ଦ୍ର ସୋରେନ୍‌
୬) ତ୍ରିଲୋଚନ ସିଂହ
୭) ଜୋଲେନ୍ ନାୟକ
୮) ମାଙ୍କା ମାରାଣ୍ଡି
୯) ଅନନ୍ତ ହେମ୍ଭ୍ରମ
୧୦) ନନ୍ଦଲାଲ ସିଂହ
୧୧) ମହେନ୍ଦ୍ରନାଥ ସରଦାର
ମୟୁରଭଞ୍ଜ: ସ୍ୱତନ୍ତ୍ର ବିକାଶ ପାଇଁ ବିଶେଷଜ୍ଞ ସଦସ୍ୟମାନେ
୧) ରାସନ୍ତି ମହାକୁଡ଼
୨) ଡ. ଅଞ୍ଜଳୀ ତ୍ରିପିରିଆ
୩) ନବୀନ ମହାନ୍ତ
କେନ୍ଦୁଝର ସ୍ୱତନ୍ତ ବିକାଶ ପରିଷଦ ପାଇଁ ସଦସ୍ୟ
୧)ଜଗନ୍ନାଥ ଦେହୁରୀ
୨) ମହେନ୍ଦ୍ର ନାୟକ
୩) ବଳିଆ ଜଙ୍ଗୁଆ
୪) ନରୋତ୍ତମ ନାୟକ
୫) ଗିରିଧାରୀ ନାୟକ
୬) ମଙ୍ଗଳ ମୁଣ୍ଡା
୭) ଡାବାରା ମୁଣ୍ଡା ମୁଣ୍ଡା
୮) ଉମେଶ ଚନ୍ଦ୍ର ମୁର୍ମୁ
୯) ବାସନ୍ତି ବେହେରା
୧୦) ରମ୍ଭାବତୀ ଦେହୁରୀ
୧୧. ସଞ୍ଜିତ ମୁଣ୍ଡା
୧୨. ଦୁର୍ଯ୍ୟୋଧନ ନାୟକ
୧୩. ଦ୍ରୌପଦୀ ଦଣ୍ଡପାଟ
କେନ୍ଦୁଝର: ସ୍ୱତନ୍ତ୍ର ବିକାଶ ପାଇଁ ବିଶେଷଜ୍ଞ ସଦସ୍ୟମାନେ
୧) ପରେଶ କହଁର
୨) ମାନସିଂହ ଦୁର୍ଗାପ୍ରସାଦ ନାୟକ
୩) କମଳ ଥମ୍ବା
ମାଲକାନଗିରି : ସ୍ୱତନ୍ତ୍ର ବିକାଶ ପାଇଁ ସ୍ୱତନ୍ତ୍ର ସଦସ୍ୟମାନେ
୧) ଧାହାନ୍ ତାଙ୍ଗୁଲ
୨)ଏରମ କବାସୀ
୩)ରୀନା ପଡ଼ିଆମୀ
୪)ହରି ଗୋଲାରୀ
୫)ଚୈତନ୍ୟ ଖିଲା
ମାଲକାନଗିରି : ସ୍ୱତନ୍ତ୍ର ସଦସ୍ୟମାନେ
୧) ଡ଼ାରି ଲିଙ୍ଗା
୨)ନରେନ୍ଦ୍ର ନାୟକ
୩) ସାରଦା ପ୍ରସାଦ ଗୋଲପେଡ଼ା
ମାଲକାନଗିରି: ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ବିଶେଷଜ୍ଞ ସଦସ୍ୟ
୧) ତପନ ସନା
୨) ସୁରେନ୍ଦ୍ର ନାଥ ରଥ
୩) ଟୁକୁଲ ପ୍ରଧାନ
କୋରାପୁଟ : ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ସଦସ୍ୟମାନେ
୧) ପରେଦା କୁଳକେଶ
୨)କମଳା ନାୟକ
୩)ଉର୍ମିଳା ମୁଦୁଲୀ
୪) ମଙ୍ଗୁ ଡୁରୁଆ
କୋରାପୁଟ: ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ସଦସ୍ୟମାନେ
୧) ପାଣ୍ଡି ବାଲୁ
୨) ଲୋକନାଥ ଖୋରା
୩) ସିନ୍ଦେରୀ ଆପନା
୪) ମହେଶ ଚେଡ଼ନାୟକ
୫) ଶିବ ନାୟକ
୬) ଟଙ୍କଧର ହାଲୱା

୭)ରଜନୀ କାନ୍ତ ରନ୍ଧାରୀ
୮) ଲକ୍ଷ୍ମଣ ଗଡ଼ବା
୯) ବୈଦନାଥ ନାୟକ
୧୦) ବିଦ୍ୟାଧର ପୂଜାରୀ
୧୧) ରବି ନାଚିକା
୧୨) ଲୁଡୁ ହୁଲକା
୧୩) ଦାଶରଥି ମୁଦୁଲୀ
୧୪) କମଲ ଜାନୀ
୧୫) ରାମଚନ୍ଦ୍ର ପାତ୍ର
୧୬) ପର୍ଶୁରାମ ମୁଦୁଲୀ
୧୭) କୁମୁଟୀ ଜାନୀ
କୋରାପୁଟ: ସ୍ୱତନ୍ତ୍ର ବିକାଶ ପାଇଁ ବିଶେଷଜ୍ଞ ସଦସ୍ୟମାନେ
୧) ସୂର୍ଯ୍ୟ ନାରାୟଣ ରଥ
୨) ପାର୍ବତୀ ମୋସ୍ତି
୩) ହେମନ୍ତ ମହାପାତ୍ର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking