ଭୁବନେଶ୍ୱର: ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇ କହିଛନ୍ତି, ଲକ ଡାଉନ ପରବର୍ତ୍ତୀ ବସ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯାଉଛି । ବସ ମାଲିକଙ୍କୁ ଟିକସ ଛାଡ ସହ ଅନ୍ୟ ସୁବିଧା ଦେବାକୁ ବିଚାର କରାଯାଉଛି । ବି କାଟାଗୋରୀ ଜିଲ୍ଲାରେ ବସ ଚଲାଚଳ କରିବ କି ନାହିଁ ନିଷ୍ପତ୍ତି ହେବ । ନିଶ୍ଚିତ ଭାବରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।