32.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗବଲାଙ୍ଗୀର ଉପଜିଲ୍ଲାପାଳ ସସପେଣ୍ଡ

ବଲାଙ୍ଗୀର ଉପଜିଲ୍ଲାପାଳ ସସପେଣ୍ଡ

ଭୁବନେଶ୍ୱର: ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ର ନିଜ ପଦରୁ ସସପେଣ୍ଡ ହୋଇଛନ୍ତି । ଉପଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ସରକାର ସସପେଣ୍ଡ କରିଥିବା ନେଇ ଖବର ପ୍ରକାଶ ପାଇଛି । ଅଫିସରେ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ ସେ ସସପେଣ୍ଡ ହୋଇଛନ୍ତି । କାର୍ଯ୍ୟାଳୟରେ ସେ ଜଣେ ମହିଳା କିରାଣିକୁ ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସଂପୃକ୍ତ ମହିଳା । ଚାମ୍ବରକୁ ଡାକି ସେ ଏମିତି କରିଥିବା ଅଭିଯୋଗ ରହିଥିଲା । ଆଉ ଏବେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ଏନେଇ ବଲାଙ୍ଗୀର ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking