33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪୨

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪୨

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଚିନ୍ତା ବଢାଇଥିବା ବେଳେ ଭାରତରେ ଏବେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୪୨ରେ ପହଂଚିଛି । ବର୍ତମାନ ରିପୋର୍ଟ ଅନୁସାରେ, ଆକ୍ରାନ୍ତଙ୍କ ସଂଖ୍ୟା ୭୫୨୯ ରହିଥିବା ବେଳେ ୬୬୩୪ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ୬୫୨ ଜଣ ସୁସ୍ଥ ହୋଇ ଫେରିଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
https://onakhabar.com/2020/04/11/national-health-mission-director-shalin-pandit-said-about-corona-in-press-meet/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking