28.1 C
Bhubaneswar
Thursday, May 2, 2024
Homeଅପରାଧକରୋନା ଗୁଜବ : ବନ୍ଧା ହେଲେ ଯୁବକ

କରୋନା ଗୁଜବ : ବନ୍ଧା ହେଲେ ଯୁବକ

ରାଉରକେଲା : ଫେସବୁକରେ କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରିବାରୁ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଙ୍କ ନାଁ ମହମ୍ମଦ ନସିମ ଅଖତାର। ତାଙ୍କ ଘର କୁରେସି ମହଲାରେ।
ମହମ୍ମଦ ନସିମ ଫେସବୁକରେ ପୋଷ୍ଟ କରିଥିବା ଏକ ମିଛ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ନସିମଙ୍କୁ ଆଜି ଗିରଫ କରିଛି। ଏଥିସହ ନସିମଙ୍କ ମୋବାଇଲକୁ ପୁଲିସ୍ ଜବତ କରିଛି।
https://onakhabar.com/2020/04/07/mandatory-to-wear-a-mask-in-9h-april/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking