33.1 C
Bhubaneswar
Friday, April 26, 2024
Homeଓଡିଶାଜଳିଗଲା ୬୦ରୁ ଊର୍ଦ୍ଧ୍ୱ ହାଟଚାଳି

ଜଳିଗଲା ୬୦ରୁ ଊର୍ଦ୍ଧ୍ୱ ହାଟଚାଳି

ନିଆଳି : କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୬୦ରୁ ଅଧିକ ଚାଳି ଜଳିଯାଇଥିଲା । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସାପ୍ତାହିକ ହାଟ ଥିବାରୁ ଜିନିଷପତ୍ର ଧରି ହନ୍ତସନ୍ତ ହୋଇଛନ୍ତି ବ୍ୟବସାୟୀ । ପୂର୍ବରୁ ଏହି ହାଟରେ ଚାରି ଥର ନିଆଁ ଲାଗିଥିବା ସୂଚନା ମିଳିଛି ।
https://onakhabar.com/2020/03/11/three-boy-died-in-badanala-dam-padmapur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking