28.2 C
Bhubaneswar
Saturday, June 27, 2026
Homeଓଡିଶାପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ମୃତ

ପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ମୃତ

ପୁରୀ :ନିମାପଡ଼ା ବ୍ଲକ୍ ଅଧୀନ ଅନ୍ତୁଆର୍ ପଞ୍ଚାୟତ ତରଳାପଡ଼ା ପଣ୍ଡାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ମୃତ। ଘଟଣା ପ୍ରକଟ ହେବା ପରେ ଏଠାରେ ଶୋକର ଛାୟ ଖେଳିଯାଇଛି।ସୂଚନା ମୁତାବକ, ତରଳାପଡ଼ା ପଣ୍ଡାସାହି ଗ୍ରାମ ମଝିରେ ଥିବା ଏକ ପୋଖରୀ ନିକଟରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ପ୍ରାଣ ହରାଇଥିଲା। ତେବେ ଘଟଣା ସ୍ଥଳରେ ନିମାପଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଶିଶୁଟିର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking