39.1 C
Bhubaneswar
Friday, April 26, 2024
Homeଓଡିଶାବଜ୍ରପାତରେ ୭ ମୃତ

ବଜ୍ରପାତରେ ୭ ମୃତ

ସୁନ୍ଦରଗଡ଼: ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଛି। ଫଳରେ ବଜ୍ରପାତରେ ୭ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁର ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ,କଣ୍ଟାବାଞ୍ଜି କୋରୁଆମୁଣ୍ଡା ପଞ୍ଚାୟତ ଶରଗୁଳ ଗାଁର ଜଣେ ,ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ବଟକରି ଗାଁରେ ମଇଁଷି ଚରାଳି ବାଳକ , ଜଗତସିଂହପୁରର ବାଲିକୁଦା ଥାନା ଅପଣ୍ଡରାରେ ଜଣେ ଯୁବକ , ପୁରୀ କୃଷ୍ଣପ୍ରସାଦ ବ୍ଲକ ଖୋଲଗଞ୍ଜ ଗାଁରେ ଜଣେ ମହିଳା ଓ କେଉଁଝର ଜିଲ୍ଲା କଣ୍ଟ୍ରାପଶିରେ ଜଣେ ବ୍ୟକ୍ତି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।
https://onakhabar.com/2020/03/19/corona-updates-empoly-work-from-home/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking