25.1 C
Bhubaneswar
Thursday, February 29, 2024
Homeଦେଶ ବିଦେଶ୨୮ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି

୨୮ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ନଭେମ୍ବର ୨୮ରେ ଶୁଣାଣି କରିବେ । ଶନିବାର ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ବିଚାରପତି ଛୁଟିରେ ଥିବାରୁ କୋର୍ଟ ଏହାକୁ ସ୍ଥଗିତ ରଖିଥିଲେ । ମନି ଲଣ୍ଡରିଂ ନିରୋଧୀ ଅଧିନିୟମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଅକ୍ଟୋବର ୪ ତାରିଖରେ ସିଂହଙ୍କୁ ଗିରଫ କରିଥିଲା ।

ଇଡି ଅଭିଯୋଗ କରିଛି ଯେ ବର୍ତ୍ତମାନ ରଦ୍ଦ ହୋଇଥିବା ନୀତିର ପ୍ରଣୟନ ଏବଂ କାର୍ଯ୍ୟକାରିତାରେ ସଞ୍ଜୟ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହା କେତେକ ମଦ ନିର୍ମାତା, ପାଇକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଆର୍ôଥକ ଦୃଷ୍ଟିରୁ ଲାଭ ଦେଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking