32.1 C
Bhubaneswar
Thursday, May 2, 2024
Homeଓଡିଶାବସରୁ ମିଳିଲା ୧୮ ଲକ୍ଷ

ବସରୁ ମିଳିଲା ୧୮ ଲକ୍ଷ

ବ୍ରହ୍ମପୁର: ସରକାରୀ ବସରୁ ଜବତ ହେଲା ୧୮ ଲକ୍ଷ ଟଙ୍କା । ବ୍ରହ୍ମପୁର ବାଇପାସ ଲାଞ୍ଜିପଲ୍‌ଲି ନିକଟରେ ଏକ ଟ୍ରଲି ବ୍ୟାଗରୁ ମିଳିଲା ୧୮ ଲକ୍ଷ ଟଙ୍କା । ଗଞ୍ଜେଇ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ ବେଳେ ଧରାପଡିଥିଲା । ଟଙ୍କା ଧରି ଆସୁଥିବା ବେଳେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏତେ ଟଙ୍କା କେଉଁଠାରୁ ଆସିଲା ତାହା ଏବେ ଯାଏଁ କିଛି ଜଣା ପଡିନାହିଁ । ଅଟକ ବ୍ୟକ୍ତି ଯାଯପୁର ଅଞ୍ଚଳର କାଜୁ ବ୍ୟବସାୟୀ ସଞ୍ଜୟ ସାହୁ ।

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking