38.8 C
Bhubaneswar
Friday, April 19, 2024
Homeଆନ୍ତର୍ଜାତୀୟ ମାତୃଭାଷା ଦିବସଯୋଗାଯୋଗ ପାଇଁ କେଉଁ ଭାଷାର ହେଉଛି ବହୁଳ ବ୍ୟବହାର? ଜାଣନ୍ତୁ ଏହି ତାଲିକା

ଯୋଗାଯୋଗ ପାଇଁ କେଉଁ ଭାଷାର ହେଉଛି ବହୁଳ ବ୍ୟବହାର? ଜାଣନ୍ତୁ ଏହି ତାଲିକା

ନୂଆଦିଲ୍ଲୀ: ଫେବୃଆରୀ ୨୩ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବ ଭାବରେ ପାଳନ କରାଯାଉଛି । ୧୯୯୯ ମିହାରୁ ‘ଭାଷାଭିତ୍ତିକ ଓ ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତା’କୁ ପ୍ରୋତ୍ସାହନ ଦେବା ହେଉଛି ଏହି ଦିବର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଜାତିଂଘ ଅନୁଯାୟୀ, ବିଶ୍ୱର ୬ ହଜାର ଭାଷାରୁ ୪୩ ପ୍ରତିଶତ ଭାଷା ଉପରେ ବିପଦଗାମୀ ହେଉଛି । ସେହିପରି ଜନସଂଖ୍ୟାର ପ୍ରାୟ ୬୦% ଲୋକ ଅର୍ଥାତ ୪.୮ ବିଲିୟନ ବ୍ୟକ୍ତି ୧୦ଟି ଭାଷା ବ୍ୟବହାର କରିଥାନ୍ତି ।

ତେବେ ଇଂରାଜୀ ହେଉଛି ଏକମାତ୍ର ଭାଷା ଯାହା ସାରା ବିଶ୍ୱରେ ସର୍ବାଧିକ ବ୍ୟବହାର ହୋଇଥାଏ । ପ୍ରାୟ ୧.୧୩ ବିଲିୟନ ଲୋକ ଯୋଗାଯୋଗ ବା ବାର୍ତ୍ତାଳାପ ପାଇଁ ମାଧ୍ୟମ ସାଜିଛି ଇଂରାଜୀ ଭାଷା । ଏହପାରେ ମନ୍ଦାରିନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧.୧୭ ବିଲିୟନ ଲୋକ ଏହାଦ୍ୱାରା ଭାବର ଆଦାନ ପ୍ରଦାନ କରିଥାନ୍ତି । ଏହାବ୍ୟତୀତ ତୃତୀୟ ସ୍ଥାନରେ ହିନ୍ଦୀ ଭାଷା ୬୧୫ ମିଲିୟନ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଭାଷା ପାଲଟିଛି ଏବଂ ୨୬୫ ମିଲିୟନ ଲୋକ ୨୬୫ ମିଲିୟନ ଲୋକ ବ୍ୟବହାର କରନ୍ତି ।

ତେବେ ଭାରତରେ ହିନ୍ଦୀ ହେଉଛି ସବୁଠାରୁ ଅଧିକ ପ୍ରଚଳିତ ହେଉଥିବା ଭାଷା । ୨୦୧୧ ମସିହାରେ ଏହା ୫୨୮ ମିଲିୟନ ରହିଥିଲା । ଏହି ତାଲିକାରେ ବେଙ୍ଗଲୀ-୯୭.୨ ମିଲିୟନ, ମରାଠୀ-୮୩ ମିଲିୟନ, ଏବଂ ଅନ୍ୟ ୫୦ ମିଲିୟନ ଲୋକ ତେଲୁଗୁ, ତାମିଲ, ଗୁଜୁରାଟ ଏବଂ ଉର୍ଦ୍ଦୁ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking