42.1 C
Bhubaneswar
Saturday, April 27, 2024
Homeଓଡିଶାହ୍ୱାଟ୍ସଆପରେ ମିଳିବ କୋଭିଡ ଟିକାକରଣ ସାର୍ଟିଫିକେଟ

ହ୍ୱାଟ୍ସଆପରେ ମିଳିବ କୋଭିଡ ଟିକାକରଣ ସାର୍ଟିଫିକେଟ

ଭୁବନେଶ୍ୱର : ଏଣିକି ହ୍ୱାଟ୍ସଆପରେ ମିଳିବ କୋଭିଡ ଟିକାକରଣ ସାର୍ଟିଫିକେଟ । ଟିକାକରଣ ସାର୍ଟିଫିକେଟ ପାଇବାକୁ ହେଲେ ମୋବାଇଲ ନମ୍ବର ୯୦୧୩୧୫୧୫୧୫କୁ ପ୍ରଥମେ ସେଭ୍ କରିବାକୁ ପଡିବ । ନିଜର ହ୍ୱାଟ୍ସଆପ୍ ନମ୍ବରରେ କୋଭିଡ ସାର୍ଟିଫିକେଟ ଲେଖି ପଠାଇବାକୁ ପଡ଼ିବ । ଏକ ଓଟିପି ନମ୍ବର ଆସିବା ପରେ ଏହି ଓଟିପି ନମ୍ବରକୁ ଟାଇପ କରି ପଠାଇବାକୁ ପଡିବ ।

ଏହାପରେ ହ୍ୱାଟ୍ସ ଆପ୍ରେ କୋଭିଡ ଟିକାକରଣ ସାର୍ଟିଫିକେଟ ଆସିଯିବ । ପୂର୍ବରୁ କୋଭିଡ ଟିକାକରଣ ସାର୍ଟିଫିକେଟ ପାଇବାକୁ ହେଲେ କୋ ୱିଇନ ଆପ୍କୁ ଯାଇ ଡାଉନ ଲୋଡ କରିବାକୁ ପଡୁଥିଲା । ତେବେ ଏବେ ହ୍ୱାଟ୍ସଆପରେ ଏହା ଉପଲବ୍ଧ ହୋଇଥିବାରୁ ସାଧାରଣ ଲୋକେ ଏହାର ସୁବିଧା ପାଇପାରିବେ । ଏହି ସାର୍ଟିଫିକେଟ ବହୁ ଜରୁରୀ କ୍ଷେତ୍ରରେ ଆବଶ୍ୟକ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking