ବାଲେଶ୍ୱର : ବିଦ୍ୟୁତ ତାର ଲାଗି ବିଲରେ ଟଳି ପଡିଲେ ଚାଷୀ । ବାଲେଶ୍ୱର ସିମଲା ଥାନା ତାଣ୍ଡୀପଦା ଥାନାରୁ ଆସିଲା ଅଭାବନୀୟ ଦୃଶ୍ୟ । ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ପରିବାରରେ ଶୋକର ଛାୟା ଖେଳଳିଯାଇଛି ।