ପିପିଲି : ନୂଆହାଟ ନିକଟରେ ଭୁଶୁଡିଲା ଦୟାନଦୀ ବନ୍ଧ । ପାଣିଟାଙ୍କି ନିକଟରେ ଥିବା ବନ୍ଧ ଭୁଶୁଡିଲା । ୧୦ ଦିନ ପୂର୍ବରୁ ବନ୍ଧ କାମ କରିଥିଲେ ଠିକାଦାର । ବନ୍ଧ ଭୁଶୁଡିବା ପରେ ଭୟବୀତ ଅଛନ୍ତି ପଞ୍ଚାୟତବାସୀ । ଭୟଭୀତ ଡେଲାଙ୍ଗ କଣାସ ବ୍ଲକ ଅଞ୍ଚଳର ଲୋକେ ।