21.1 C
Bhubaneswar
Tuesday, February 17, 2026
Homeଓଡିଶାଦୋକାନକୁ ମାଡ଼ିଗଲା କାର୍, ଜଣେ ମୃତ

ଦୋକାନକୁ ମାଡ଼ିଗଲା କାର୍, ଜଣେ ମୃତ

ସାଲେପୁର : ଦୋକାନକୁ ମାଡ଼ିଗଲା କାର୍, ଜଣେ ମୃତ। ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କାଦେଇ ଦୋକାନକୁ ମାଡ଼ିଗଲା କାର୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତରଙ୍କୁଏସସିବିରେ ଭର୍ତ୍ତି କରାଯାଇଛି ।

ସାଲେପୁର ମାହାଙ୍ଗା ଭଦ୍ରେଶ୍ବର ଥାନା ନାଲିଆପଡ଼ିଆ ନିକଟରେ ଦୁର୍ଘଟଣା ଘଟିଛି । ଏକ କାର ଦ୍ରୁତ ଗତିରେ ଆସି ଜଳଖିଆ ଦୋକାନରେ ଖାଉଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା । କାର୍ ସହ ଡ୍ରାଇଭରଙ୍କୁ ଅଟକ ରଖି ଭଦ୍ରେଶ୍ବର ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking